Advertisment

ମେୟରଙ୍କୁ ତାତ୍ସଲ୍ୟ କଲେ ଦେବାଶିଷ

କଟକରେ ଦୁଇ ବିଜେଡି ନେତା ମୁହାଁମୁହିଁ । ଶ୍ରେୟ ରାଜନୀତିରେ ସୁବାସ ବନାମ ଦେବାଶିଷ ଲଢେଇ। କାହା ପାଇଁ ହେଉଛି ପେଟାନାଳ ପୁନରୁଦ୍ଧାର । ପେଟାନାଳକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

author-image
Manoj Swain

କଟକରେ ଦୁଇ ବିଜେଡି ନେତା ମୁହାଁମୁହିଁ । ଶ୍ରେୟ ରାଜନୀତିରେ ସୁବାସ ବନାମ ଦେବାଶିଷ ଲଢେଇ। ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ କଟକ ମେୟର ସୁବାସ ସିଂ । କଟକ ସିଡିଏ ପେଟାନାଳ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ବିଜେଡି ମଧ୍ୟରେ ମତ ଭେଦ। 

Advertisment
Odisha Cuttack Subash Sing