ପୋଲିସ କାନ୍ଧରେ ହାତ ପକାଇ ବନ୍ଧା ହେଲେ ବିଜେଡ଼ି କର୍ମୀ | Odisha Reporter
Advertisment
ଡ୍ୟୁଟି ସମୟରେ ଜଣେ ପୁଲିସ କର୍ମଚାରୀଙ୍କୁ ମନଇଚ୍ଛା ଗାଳିଗୁଲଜ କରି ବନ୍ଧା ହେଲେ ବିଜେଡି ସମର୍ଥିତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ। ଜନତାଙ୍କ ସୁରକ୍ଷା ପାଇଁ ଦିନରାତି ଏକ ପୁଲିସ ନିଜ କାର୍ଯ୍ୟ କରେ। ପର୍ବପର୍ବାଣୀରେ ରାତିଅନିଦ୍ରା ହୋଇ ଡ୍ୟୁଟି କରେ। ସେମିତି ଏକ ଘଟଣା ଘଟିଛି ଯାହା ଚାରିଆଡ଼େ ପ୍ରଘଟ ହୋଇଗଲାଣି। ବେକରେ ବିଜେଡି ପତାକା ପକାଇ ବସିଥିବା ଏ ବାବୁଙ୍କ ନାଁ ମଦନ ମୋହନ ନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us