Advertisment

ପୋଷ୍ଟର ଚିରିଦେଲେ ବିଜେଡି କର୍ମୀ!

ଝାରସୁଗୁଡ଼ା ପ୍ରଚାର ମୈଦାନରେ ଜୋରଦାର ପ୍ରଚାର ଚାଲିଛି। ଏହାରି ଭିତରେ ସାମ୍ନାକୁ ଆସିଛି, ବିଜେପି ପ୍ରଚାର ଗାଡ଼ିରୁ ବିଜେଡି କର୍ମୀ ପୋଷ୍ଟର ଚିରିଦେଇଥିବା ଅଭିଯୋଗ। ବିଜେଡିର ମିଟିଂ ଚାଲିଥିବା ବେଳେ ବିଜେପି ପ୍ରଚାର ଗାଡ଼ି ପଶିଥିଲା ତେଣୁ ଅଚାନକ ଗାଡ଼ି ଚାରିପଟେ ଘେରି ଯାଇଥିଲେ ବିଜେଡି କର୍ମୀ। ପୋଷ୍ଟର ଚିରିବା ସହ ଡ୍ରାଇଭରଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

author-image
Debendra Prusty

Odisha BjD Bjp Jharsuguda Bypoll