Advertisment

କେଡ଼େ ମଜବୁର ବିଜେଡି ?

ସତରେ କଣ ବିଜେଡି ମଜବୁର ଆଉ କମଜୋର ହୋଇଗଲାଣି ? ବିଜେପିର ବିନା ଆଶ୍ରୟରେ ଆଉ ଉଠିବା କଷ୍ଟକର। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପଚାରିଲେ ପ୍ରଶ୍ନ।

Advertisment

ସତରେ କଣ ବିଜେଡି ମଜବୁର ଆଉ କମଜୋର ହୋଇଗଲାଣି ? ବିଜେପିର ବିନା ଆଶ୍ରୟରେ ଆଉ ଉଠିବା କଷ୍ଟକର। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପଚାରିଲେ ପ୍ରଶ୍ନ। କ'ଣ ରହିଛି ବିଜେଡିର ମଜବୁରୀ କାହିଁକି ଆସୁଛି ବିଜେପି ସହିତ। ନବୀନ ବାବୁ କାହିଁକି ବିଜେପିକୁ ସମର୍ଥନ ଦେଉଛନ୍ତି। 

Advertisment
BjD Bjp Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe