Advertisment

ରଘୁନାଥ ମହାନ୍ତିଙ୍କୁ ବସ୍ତାରୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଆଜି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡିରୁ ଯାଇ ବିଜେପିରେ ମିଶିଥିବା ଉତ୍ତର ଓଡ଼ିଶାର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ବସ୍ତାରୁ ଟିକଟ ମିଳିଛି। ଏଥର ବସ୍ତାରୁ ବିଜେଡି ବିଧାୟକ ନିତ୍ୟାନନ୍ଦ ସାହୁ ଓ ରଘୁନାଥଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ହେବ। ଚମ୍ପୁଆରୁ ମୁରଲୀ ଶର୍ମା, ଭୋଗରାଇରୁ ମାନସ ମହାନ୍ତି ଓ ନିଆଳିରୁ ଛବି ମଲ୍ଲିକଙ୍କୁ ବିଜେପି ପ୍ରାର୍ଥୀ କରିଛି।

ଅଦ୍ୟତନ ହୋଇଛି
ରଘୁନାଥ ମହାନ୍ତିଙ୍କୁ ବସ୍ତାରୁ ପ୍ରାର୍ଥୀ କଲା ବିଜେପି

raghunath-mohanty

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଆଜି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡିରୁ ଯାଇ ବିଜେପିରେ ମିଶିଥିବା ଉତ୍ତର ଓଡ଼ିଶାର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ବସ୍ତାରୁ ଟିକଟ ମିଳିଛି। ଏଥର ବସ୍ତାରୁ ବିଜେଡି ବିଧାୟକ ନିତ୍ୟାନନ୍ଦ ସାହୁ ଓ ରଘୁନାଥଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ହେବ।

Advertisment

ଚମ୍ପୁଆରୁ ମୁରଲୀ ଶର୍ମା, ଭୋଗରାଇରୁ ମାନସ ମହାନ୍ତି ଓ ନିଆଳିରୁ ଛବି ମଲ୍ଲିକଙ୍କୁ ବିଜେପି ପ୍ରାର୍ଥୀ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe