Advertisment

ବଦଳିଲେ ଭୋଗରାଇ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବଦଳାଇଛି। ଏଠାରୁ ପୂର୍ବରୁ ମାନସ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଏବେ ତାଙ୍କ ସ୍ଥାନରେ ଅଂଶୁମାନ ମହାନ୍ତିଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଭୋଗରାଇ ବିଧାନସଭା ଲାଗି ମାନସଙ୍କ ବଦଳରେ ଅଂଶୁମାନଙ୍କୁ ଦଳ ନୂଆ ପ୍ରାର୍ଥୀ କରିଥିବା ନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

author-image
Manoranjan Sial
୫ରେ ବିଜେପିର ସାଂଗଠନିକ ନିର୍ବାଚନ କର୍ମଶାଳା

BJP-changes-its-candidate-for-Bhograi-Assembly-constituency

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବଦଳାଇଛି। ଏଠାରୁ ପୂର୍ବରୁ ମାନସ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଏବେ ତାଙ୍କ ସ୍ଥାନରେ ଅଂଶୁମାନ ମହାନ୍ତିଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

Advertisment

ଭୋଗରାଇ ବିଧାନସଭା ଲାଗି ମାନସଙ୍କ ବଦଳରେ ଅଂଶୁମାନଙ୍କୁ ଦଳ ନୂଆ ପ୍ରାର୍ଥୀ କରିଥିବା ନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।