BJP-changes-its-candidate-for-Bhograi-Assembly-constituency
Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବଦଳାଇଛି। ଏଠାରୁ ପୂର୍ବରୁ ମାନସ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଏବେ ତାଙ୍କ ସ୍ଥାନରେ ଅଂଶୁମାନ ମହାନ୍ତିଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।
Advertisment
ଭୋଗରାଇ ବିଧାନସଭା ଲାଗି ମାନସଙ୍କ ବଦଳରେ ଅଂଶୁମାନଙ୍କୁ ଦଳ ନୂଆ ପ୍ରାର୍ଥୀ କରିଥିବା ନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/BJP-changes-its-candidate-for-Bhograi-Assembly-constituency.jpg)