ବିଜେପି, କଂଗ୍ରେସଠାରୁ ସମାନ ଦୂରତା ରଖିଛି ବିଜେଡି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୪ ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡି ସମାନ ଦୂରତ ରଖିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପସ୍କୋ ପ୍ରସଙ୍ଗରେ କେନ୍ଦକୁ ଅବଗତ କରାଯାଇଛି । ସଂସଦ ଅଚଳକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରି ନିଜର ମତ ରଖିଥିଲେ । ସଂସଦ ଅଚଳ ରହିବା ଠିକ […]

cm

cm

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 05:04 PM IST

Sports

Latest News

ଭୁବନେଶ୍ୱର: ୪ ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡି ସମାନ ଦୂରତ ରଖିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପସ୍କୋ ପ୍ରସଙ୍ଗରେ କେନ୍ଦକୁ ଅବଗତ କରାଯାଇଛି । ସଂସଦ ଅଚଳକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରି ନିଜର ମତ ରଖିଥିଲେ । ସଂସଦ ଅଚଳ ରହିବା ଠିକ ନୁହେଁ, ପ୍ରସଙ୍ଗ ଆଲୋଚନା ହେଉ ବୋଲି ସେ କହିଛନ୍ତି । ସେହିପରି ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣେଚ୍ଛଦ ପକାଇଛନ୍ତି । ଏବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚିନ୍ତା କରାଯାଇନାହିଁ ବୋଲି ସେ କହିଛନ୍ତି ।

ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଭେଟି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ହରାଉଥିବା କେନ୍ଦ୍ରୀୟ ସହାୟତା ସମ୍ପର୍କରେ ଅବଗତ କରିବା ସହ ଅଧିକ ଅର୍ଥ ଦାବି କରିଥିଲେ । ସେ ଅର୍ଥମନ୍ତ୍ରୀଙ୍କୁ କହିଥିଲେ ଯେ, ଚଳିତବର୍ଷ କେନ୍ଦ୍ର ସରକାର ୨୧୪୯ କୋଟି ଟଙ୍କା ଖର୍ଚ୍ଚ କାଟ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ବିକାଶରେ ବାଧା ଉପୁଜିବା ଆଶଙ୍କା ଦେଖାଦେଇଛି । ରାଜ୍ୟପାଇଁ ବିଭିନ୍ନ ବିକାଶମୂଳକ ଯୋଜନାରେ ୩୫୦୦ କୋଟି ଟଙ୍କା ଅଗାମୀ ବଜେଟରେ ବରାଦ କରିବାକୁ ସେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରିଥଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story