Advertisment

ବିଜେପି ଗୁଗୁଲିରେ ବିଜେଡି ଆଉଟ!

ନିମାପଡ଼ା ବିଜେପି ଶିବିରରେ ଜୟ ଜୟ କାର। ପୁରୀ ଜିଲ୍ଲା ଗୋପ ବ୍ଲକର ୧୧ ନମ୍ବର ଜିଲ୍ଲା ପରିଷଦ ଉପନିର୍ବାଚନରେ ବାଜି ମାରିଲା ବିଜେପି। ସମୀରଙ୍କ ଶତ ରଣନୀତି ସତ୍ତ୍ୱେ ଖେଳ କରି ଦେଲା ବିଜେପି। ପଦ୍ମ ପ୍ରାର୍ଥୀ ପ୍ରମୋଦ ରାୟ ୧୭୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

author-image
Debendra Prusty

Odisha BjD Bjp