ଦିଅ ସିବିଆଇକୁ, ନା ପୋଲିସ୍ ଦକ୍ଷ | Odisha Reporter
Advertisment
ଫେକ୍ ସାର୍ଟିଫିକେଟ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ରାଜ୍ୟ ସଭାପତି ମନମୋହନ ସାମଲ। କହିଲେ, ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ, ଦୃଷ୍ଚାନ୍ତମୂଳକ ଦଣ୍ଡ ଦିଆଯାଉ, ପିଲାଙ୍କ ଭାଗ୍ୟ ସହ ଖେଳ ହେଉଛି, ସରକାର ଅନ୍ଧ, ମୂକ, ବଧିର ସାଜିଛନ୍ତି। ବିଜେଡ଼ି ନେତାଙ୍କ ଯଦି ସଂପୃକ୍ତି ନ ଥାନ୍ତା, ଏତେ ବର୍ଷ କେମିତି ଚାଲିଲା। ଜାଲ ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ବିଜେଡି ସହିତ ଭଲ ସଂପର୍କ ରହିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us