Advertisment

ଶକ୍ତି ମନ୍ତ୍ରୀଙ୍କୁ ପଢାଇଲେ ଇଲୋକ୍ଚ୍ରୋନିକ୍ସ ପାଠ

ପାୱାର କଟର ପାଠ ପଢ଼ାଇ ମିଛ କଥା କହୁଛନ୍ତି ମନ୍ତ୍ରୀ। ଯେମିତି ବି ହେଉ ଲାଇନ କଟୁଛି ମାନେ ତାହା ପାୱାର କଟ। ଟାଟା ପାୱାରକୁ ବଞ୍ଚାଇବା ପାଇଁ ମନ୍ତ୍ରୀ କହୁଛନ୍ତି ମିଛ। ପ୍ରେସମିଟ କରି ବର୍ଷିଲେ ବିଜେପି ସାଧରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।

author-image
Debendra Prusty
ଅଦ୍ୟତନ ହୋଇଛି

ପାୱାର କଟର ପାଠ ପଢ଼ାଇ ମିଛ କଥା କହୁଛନ୍ତି ମନ୍ତ୍ରୀ। ଯେମିତି ବି ହେଉ ଲାଇନ କଟୁଛି ମାନେ ତାହା ପାୱାର କଟ। ଟାଟା ପାୱାରକୁ ବଞ୍ଚାଇବା ପାଇଁ ମନ୍ତ୍ରୀ କହୁଛନ୍ତି ମିଛ। ପ୍ରେସମିଟ କରି ବର୍ଷିଲେ ବିଜେପି ସାଧରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।

Advertisment
Tata Power Bjp BjD Odisha