bjp
ଭୁବନେଶ୍ୱର: ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ ଘଟଣାର ପ୍ରତିବାଦ କରି ଆଜି ଭୁବନେଶ୍ୱର କଳ୍ପନା ଛକରେ ବିଜେପି ଲିଗାଲ ସେଲ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
Advertisment
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ଫିଙ୍ଗିଲେ ୩୦୭ ଦଫା ଲଗାଯାଉଛି। ସାଂସଦଙ୍କୁ ଅଣ୍ଡା ମାଡ଼ କଲେ କେଉଁ ଦଫା ଲାଗିବ ବୋଲି ସେଲର କର୍ମକର୍ତ୍ତା ପ୍ରଶ୍ନ ଉଠାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
