ଭୁନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟେଷ୍ଟ ରିପୋର୍ଟରେ ରହୁନି ତାଳମେଳ । ଏହାକୁ ନେଇ ବଢ଼ିଛି ଦ୍ୱନ୍ଦ । ନିଜ କରୋନା ରିପୋର୍ଟକୁ ନେଇ ରେଙ୍ଗାଲି ବିଧାୟକ ନାଉରୀ ନାଏକ ସନ୍ଦେହ ପ୍ରକାଶ କରିଛନ୍ତି ।
ଗତ ୧୯ ତାରିଖରେ ବିଧାନସଭା ପରିସରରେ ବିଧାୟକ ନାଉରୀ ନାଏକ କରୋନା ଟେଷ୍ଟ କରିଥିଲେ । ଏହାପରେ ଫୋନ କରି ତାଙ୍କ ରିପୋର୍ଟ ପଜିଟିଭ ଥିବା ତାଙ୍କୁ ଜଣାଇ ଦିଆଯାଇଥିଲା । ତେବ ଗତକାଲି ସେ ପୁଣି ଥରେ ICMR ଅନୁମୋଦିତ ଘରୋଇ ସଂସ୍ଥାରେ ଟେଷ୍ଟ କରାଇଥିଲେ । ସେଥିରେ ତାଙ୍କ ସାମ୍ପଲ ନେଗେଟିଭ ଆସିଛି । ଏନେଇ ବିଧାୟକଙ୍କ ଦ୍ୱନ୍ଦ ବଢ଼ିଛି ।
ବିଧାୟକ କହିଛନ୍ତି, ସେ ଏନେଇ ସଚିବଙ୍କୁ ଅବଗତ କରାଇଛନ୍ତି । ବାଚସ୍ପତି ତାଙ୍କୁ ଆଉ ଥରେ କୋଭିଡ ଟେଷ୍ଟ କରିବାକୁ କହିଛନ୍ତି । ପୁନଃ ଟେଷ୍ଟ ନିର୍ଦ୍ଦେଶ ପରେ ତାଙ୍କର କ୍ୟାପଟାଲ ହସ୍ପିଟାଲ ପକ୍ଷରୁ ସ୍ୱାବ ସଂଗ୍ରହ କରାଯାଇଛି । କୋଭିଡ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ମନରେ ସନ୍ଦେହ ଆସୁଥିବା ବିଧାୟକ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।