ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜ୍ୟରେ ଦୁଇ ଡର୍ଜନ ମନ୍ତ୍ରୀ ଅଛନ୍ତି । ମନ୍ତ୍ରୀ ମାନେ ଶାସନର ମୁଖ୍ୟ । ପ୍ରଶାସନ ନିଷ୍ପତ୍ତି ନେଇ ପାରିବେନି, ଘୋଷଣା କରି ପାରିବେନି କି ଅନୁମୋଦନ ଦେଇ ପାରିବେନି । ଚୂଡାନ୍ତ ନିଷ୍ପତ୍ତି ମନ୍ତ୍ରୀ ମାନେ ନେବେ । ଯଦି ତାଙ୍କୁ ନିଷ୍ପତ୍ତି ନେବାରେ ଅଛି ତେବେ ସେ ଇସ୍ତଫା ଦେଇ ମନ୍ତ୍ରୀ ହୋଇଯାଆନ୍ତୁ । ଶପଥ ନେଇ ଯାଆନ୍ତୁ । ଏକୁଟିଆ ବୁଲନ୍ତୁ ଘୋଷଣା କରନ୍ତୁ କେହି ତାଙ୍କୁ ମନା କରିବେନି । ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ଅଛି ବୋଲି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Odisha
'ମୁଁ ପାଣ୍ଡିୟାନଙ୍କ ଶରଣରେ ପଶିଲି’
ନବୀନ ସରକାରରେ କୋଉ ବିଧାୟକଙ୍କର କିଛି ନାହିଁ, କୋଉ ସାଂସଦଙ୍କର କିଛି ନାହିଁ, କୋଉ ମନ୍ତ୍ରୀଙ୍କର କିଛି ନାହିଁ। ନମ୍ବର ଏକ ମୁଖ୍ୟମନ୍ତ୍ରୀ ନମ୍ବର ଦୁଇ ପାଣ୍ଡିୟାନ।

Odisha
5T ଉପରେ ବର୍ଷିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ
୫-ଟି ଉପରେ ବର୍ଷିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। କହିଲେ, 'ଯଦି ସଚିବ ମାନେ ମନ୍ତ୍ରୀ ମାନଙ୍କୁ ପ୍ରତିନିଧିତ୍ୱ କରିବେ ତେବେ ଇଲେକ୍ସନର କି ଆବଶ୍ୟକତା ଅଛି ? ମୁଖ୍ୟମନ୍ତ୍ରୀ ଯାଉ ନାହାଁନ୍ତି ସଚିବଙ୍କ ପଠାଉଛନ୍ତି।'

Odisha
ନାଁ ରାମଚନ୍ଦ୍ର କିନ୍ତୁ ସମ୍ପତ୍ତିରେ କୁବେର
ଭିଜିଲାନ୍ସ ପଞ୍ଝାରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରାମଚନ୍ଦ୍ର ସେନ। ନାଁ ତାଙ୍କର ରାମଚନ୍ଦ୍ର, ଘର କାନ୍ଥରେ ବି ଯୁଆଡେ ଦେଖିବେ ନିତିବାଣୀ ଭର୍ତ୍ତି କିନ୍ତୁ ଅମାପ ସମ୍ପତ୍ତି ଦେଖିଲେ ଆପଣ କହିବେ କୁବେରଙ୍କଠୁ ବି କମ ନୁହଁନ୍ତି ବାବୁ

Odisha
ସିଧା ପ୍ରଶ୍ନର ବଙ୍କା ଉତ୍ତର
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଚାରିଲେ ସିଧା ପ୍ରଶ୍ନ । ବିଜେଡି ନେତ୍ରୀ ରଖିଲେ ତେରଚ୍ଛା ଉତ୍ତର। ବ୍ୟକ୍ତିଗତ ଆକ୍ଷେପ କରିବା ସହ ସାଂସଦଙ୍କ ଦକ୍ଷତାକୁ ନେଇ ଦଳ ଉଠାଇଲା