‘ଇସ୍ତଫା ଦିଅନ୍ତୁ ଶପଥ ନେଇ ମନ୍ତ୍ରୀ ହୁଅନ୍ତୁ ଏକା ବୁଲନ୍ତୁ’ | Odisha Reporter
Advertisment
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜ୍ୟରେ ଦୁଇ ଡର୍ଜନ ମନ୍ତ୍ରୀ ଅଛନ୍ତି । ମନ୍ତ୍ରୀ ମାନେ ଶାସନର ମୁଖ୍ୟ । ପ୍ରଶାସନ ନିଷ୍ପତ୍ତି ନେଇ ପାରିବେନି, ଘୋଷଣା କରି ପାରିବେନି କି ଅନୁମୋଦନ ଦେଇ ପାରିବେନି । ଚୂଡାନ୍ତ ନିଷ୍ପତ୍ତି ମନ୍ତ୍ରୀ ମାନେ ନେବେ । ଯଦି ତାଙ୍କୁ ନିଷ୍ପତ୍ତି ନେବାରେ ଅଛି ତେବେ ସେ ଇସ୍ତଫା ଦେଇ ମନ୍ତ୍ରୀ ହୋଇଯାଆନ୍ତୁ । ଶପଥ ନେଇ ଯାଆନ୍ତୁ । ଏକୁଟିଆ ବୁଲନ୍ତୁ ଘୋଷଣା କରନ୍ତୁ କେହି ତାଙ୍କୁ ମନା କରିବେନି । ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ଅଛି ବୋଲି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us