Advertisment

ଡିଜିଟାଲ ପ୍ଲାଟଫର୍ମରେ ବିଜେପି କରିବ ଜନ ଆନ୍ଦୋଳନ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ଜନ ଆନ୍ଦୋଳନ କରିବାକୁ ଯାଉଛି। ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ। ଡିଜିଟାଲ ପ୍ଲାଟଫର୍ମରେ ପ୍ରତିବାଦ ପାଇଁ ଏକ ଆପ୍ ତିଆରି କରାଯାଇଛି। ଏହି ଆପ୍‌କୁ ଯାଇ ଯେକୌଣସି ବ୍ୟକ୍ତି ଅନଲାଇନ୍‌ ପିଟିସନ୍ ଦାଖଲ କରିପାରିବେ । ଆଜି ପୂର୍ବାହ୍ନ ୧୧ଟାରେ ଏହି ଆପ୍‌ର ଉନ୍ମୋଚନ କରାଯିବା […]

ଡିଜିଟାଲ ପ୍ଲାଟଫର୍ମରେ ବିଜେପି କରିବ ଜନ ଆନ୍ଦୋଳନ

odisha-1

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ଜନ ଆନ୍ଦୋଳନ କରିବାକୁ ଯାଉଛି। ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ।

Advertisment

ଡିଜିଟାଲ ପ୍ଲାଟଫର୍ମରେ ପ୍ରତିବାଦ ପାଇଁ ଏକ ଆପ୍ ତିଆରି କରାଯାଇଛି। ଏହି ଆପ୍‌କୁ ଯାଇ ଯେକୌଣସି ବ୍ୟକ୍ତି ଅନଲାଇନ୍‌ ପିଟିସନ୍ ଦାଖଲ କରିପାରିବେ । ଆଜି ପୂର୍ବାହ୍ନ ୧୧ଟାରେ ଏହି ଆପ୍‌ର ଉନ୍ମୋଚନ କରାଯିବା ନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

Bjp BAGALA_DHARMASALA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe