ପିଟ୍ରୋଡାଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେପି

<p>ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ସାମ୍ ପିଟ୍ରୋଡାଙ୍କୁ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମେତ କର୍ମୀମାନେ ଆଜି ସକାଳେ ମାଷ୍ଟରକ୍ୟାଣ୍ଟିନ୍&zwnj;ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସାମ୍ ପିଟ୍ରୋଡାଙ୍କ ସଂପୃକ୍ତି ଥିବା ବିଜେପି ଅଭିଯୋଗ କରିଛି।</p> <p>ସେପଟେ ବିଜେପିର ଏଭଳି ଅଭିଯୋଗକୁ କଂଗ୍ରେସ ନେତା ଶରତ ରାଉତ ଖଣ୍ଡନ କରିଛନ୍ତି। ପିଟ୍ରୋଡାଙ୍କୁ ନେଇ ବିଜେପି କରିଥିବା ଅଭିଯୋଗର ଭିତ୍ତି ନାହିଁ ବୋଲି ସେ କହିଛନ୍ତି।</p>

Ordigital Desk
  • Published: Sunday, 14 May 2017
  • Updated: 14 May 2017, 01:30 PM IST

Sports

Latest News

<p>ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ସାମ୍ ପିଟ୍ରୋଡାଙ୍କୁ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମେତ କର୍ମୀମାନେ ଆଜି ସକାଳେ ମାଷ୍ଟରକ୍ୟାଣ୍ଟିନ୍&zwnj;ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସାମ୍ ପିଟ୍ରୋଡାଙ୍କ ସଂପୃକ୍ତି ଥିବା ବିଜେପି ଅଭିଯୋଗ କରିଛି।</p><p>ସେପଟେ ବିଜେପିର ଏଭଳି ଅଭିଯୋଗକୁ କଂଗ୍ରେସ ନେତା ଶରତ ରାଉତ ଖଣ୍ଡନ କରିଛନ୍ତି। ପିଟ୍ରୋଡାଙ୍କୁ ନେଇ ବିଜେପି କରିଥିବା ଅଭିଯୋଗର ଭିତ୍ତି ନାହିଁ ବୋଲି ସେ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos