Advertisment

ପିଟ୍ରୋଡାଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ସାମ୍ ପିଟ୍ରୋଡାଙ୍କୁ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମେତ କର୍ମୀମାନେ ଆଜି ସକାଳେ ମାଷ୍ଟରକ୍ୟାଣ୍ଟିନ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସାମ୍ ପିଟ୍ରୋଡାଙ୍କ ସଂପୃକ୍ତି ଥିବା ବିଜେପି ଅଭିଯୋଗ କରିଛି।

ସେପଟେ ବିଜେପିର ଏଭଳି ଅଭିଯୋଗକୁ କଂଗ୍ରେସ ନେତା ଶରତ ରାଉତ ଖଣ୍ଡନ କରିଛନ୍ତି। ପିଟ୍ରୋଡାଙ୍କୁ ନେଇ ବିଜେପି କରିଥିବା ଅଭିଯୋଗର ଭିତ୍ତି ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe