ମହାରଥୀଙ୍କ ବହିଷ୍କାର ଦାବିରେ ମହମବତି ଶୋଭାଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିପିଲି ଗଣଦୁଷ୍କର୍ମ ମାମଲାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବୟାନକୁ ତୀବ୍ର ବିରୋଧ କରି ବିଜେପି ପକ୍ଷରୁ ତାଙ୍କର ବହିଷ୍କାର ଦାବି କରାଯାଇଛି। ଆଜି ସନ୍ଧ୍ୟାରେ ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ଆୟୋଜନ କରାଯାଇ ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ବହିଷ୍କାର ଓ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି ହୋଇଛି। ଭୁବନେଶ୍ୱର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ତନୁଶ୍ରୀ ପଟେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ […]

bjp

bjp

Manoranjan Sial
  • Published: Thursday, 27 December 2018
  • Updated: 27 December 2018, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିପିଲି ଗଣଦୁଷ୍କର୍ମ ମାମଲାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବୟାନକୁ ତୀବ୍ର ବିରୋଧ କରି ବିଜେପି ପକ୍ଷରୁ ତାଙ୍କର ବହିଷ୍କାର ଦାବି କରାଯାଇଛି। ଆଜି ସନ୍ଧ୍ୟାରେ ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ଆୟୋଜନ କରାଯାଇ ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ବହିଷ୍କାର ଓ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି ହୋଇଛି। ଭୁବନେଶ୍ୱର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ତନୁଶ୍ରୀ ପଟେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।

ଗୋଟିଏପଟେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ସ୍ଲୋଗାନ ସହିତ ସେମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ଅନ୍ୟପଟେ ବରିଷ୍ଠ ମନ୍ତ୍ରୀ ଶ୍ରୀ ମହାରଥୀଙ୍କର ଦୁଷ୍କର୍ମ ପୀଡିତାଙ୍କ ପ୍ରତି ଏଭଳି ମନ୍ତବ୍ୟ ସରକାରଙ୍କ ଅସଲ ଚରିତ୍ରକୁ ଦର୍ଶାଉଛି ବୋଲି ଜିଲ୍ଲା ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ।ଏହି ଶୋଭାଯାତ୍ରାରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିୟତି ଗିରି,ପିଙ୍କି ପ୍ରଧାନ, ଐଶ୍ୱର୍ଯ୍ୟା ବିଶ୍ୱାଳ, କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ମହାପାତ୍ର, ଜିଲ୍ଲା ସଂପାଦିକା ଉନ୍ନତି ପରିଡା, ସୁବାସିନୀ ପୃଷ୍ଟି, କବିତା ଲେଙ୍କା, ଛବି ମଲ୍ଲିକ, ପ୍ରଗତି ରଥ, ନିଲୁ ଜେନା, ସୁନିତା ପତି,ମାନସୀମଞ୍ଜରୀ ରାୟ ପାଢ଼ୀଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story