ଆଜିଠୁ ବିଜେପିର ‘ଜବାବ ମାଗୁଛି ବେବିନା’ କାର୍ଯ୍ୟକ୍ରମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀରେ ଆଜିଠାରୁ ବିଜେପି କରିବ ‘ଜବାବ ମାଗୁଛି ମହିଳା’ ଓ ‘ଜବାବ ମାଗୁଛି ବେବିନା’ କାର୍ଯ୍ୟକ୍ରମ। ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ସବୁ ନିର୍ବାଚନ ମଣ୍ଡଳୀରେ ‘ଜବାବ୍ ମାଗୁଛି ବେବିନା’ କାର୍ଯ୍ୟକ୍ରମ କରି ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୋଧରେ ଜାଗରଣ ସୃଷ୍ଟି କରିବାକୁ ଦଳ ଯୋଜନା କରିଛି।   ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ନ୍ୟାୟ ଦେବାରେ […]

Patnagarh

Patnagarh

Rakesh Mallick
  • Published: Tuesday, 05 February 2019
  • Updated: 05 February 2019, 08:15 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀରେ ଆଜିଠାରୁ ବିଜେପି କରିବ ‘ଜବାବ ମାଗୁଛି ମହିଳା’ ଓ ‘ଜବାବ ମାଗୁଛି ବେବିନା’ କାର୍ଯ୍ୟକ୍ରମ। ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ସବୁ ନିର୍ବାଚନ ମଣ୍ଡଳୀରେ ‘ଜବାବ୍ ମାଗୁଛି ବେବିନା’ କାର୍ଯ୍ୟକ୍ରମ କରି ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୋଧରେ ଜାଗରଣ ସୃଷ୍ଟି କରିବାକୁ ଦଳ ଯୋଜନା କରିଛି।

ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ନ୍ୟାୟ ଦେବାରେ କିଭଳି ବିଳମ୍ବ କରାଯାଇଛି, ସେ ନେଇ ଭିଡିଓ ମାଧ୍ୟମରେ ଲୋକଙ୍କ ପାଖକୁ ଦଳ ଯିବ। ବିଜେପି ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story