samir
[vc_row][vc_column][vc_video link=": ମେ’ ୨୦ରୁ ଜୁନ୍ ୫ ମଧ୍ୟରେ ରାଜ୍ୟର ସବୁ ବୁଥ୍ରେ ପହଞ୍ଚିବେ ବିଜେପିର ୨୦ ହଜାର କର୍ମକର୍ତ୍ତା। ଏମାନଙ୍କୁ ୧୫ ଦିନରେ ୩୦୦ ନେତା ପ୍ରଶିକ୍ଷଣ ଦେବେ। ଏଥିପାଇଁ ୬ଟି ଜୋନ୍ରେ ୩୯ଟି ସ୍ଥାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅାୟୋଜନ କରାଯାଇଛି। ବିଜେପି ଉପସଭାପତି ସମୀର ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ହକ୍ ପାଇଁ ଲଢ଼େଇ ସହ ‘ମୋ ବୁଥ୍ ସବୁଠୁ ମଜଭୁତ’ ମୁଖ୍ୟ ଲକ୍ଷ୍ୟ ରହିବ। ସେହିପରି କେନ୍ଦ୍ର ଗରିବ କଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି ସମୀର କହିଛନ୍ତି।[/vc_column_text][/vc_column][/vc_row]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us