Advertisment

'୨୦୨୪ରେ ଆମେ ସରକାର ଗଢିବୁ'

ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି। ସଭାପତି ନିଯୁକ୍ତି ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା। କହିଲେ, ମିଳି ମିଶି ଆଗକୁ ଯିବୁ, ଦଳର ସମସ୍ତ ନେତା ଏବଂ କାର୍ଯ୍ୟକର୍ତା ମାନେ ମିଶିକି ପ୍ରୟାସ କରିବୁ, ଆମେ ସବୁ ଟିମରେ କାର୍ଯ୍ୟ କରିବୁ,୨୦୨୪ରେ ଆମେ ସରକାର କରିବୁ,  ଲୋକ ମାନେ ନିଜେ ଲଢେଇ କରିବେ। ମନମୋହନ ସାମଲ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ମନମୋହନ ସାମଲ ବିଜେଡ଼ି–ବିଜେପି ମେଂଟ ସରକାର ଥିବା ବେଳେ ମନ୍ତ୍ରୀ ଥିଲେ।

author-image
Manoj Swain

ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି। ସଭାପତି ନିଯୁକ୍ତି ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା। କହିଲେ, ମିଳି ମିଶି ଆଗକୁ ଯିବୁ, ଦଳର ସମସ୍ତ ନେତା ଏବଂ କାର୍ଯ୍ୟକର୍ତ୍ତା ମାନେ ମିଶିକି ପ୍ରୟାସ କରିବୁ, ଆମେ ସବୁ ଟିମରେ କାର୍ଯ୍ୟ କରିବୁ,୨୦୨୪ରେ ଆମେ ସରକାର କରିବୁ,  ଲୋକ ମାନେ ନିଜେ ଲଢେଇ କରିବେ। ମନମୋହନ ସାମଲ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ମନମୋହନ ସାମଲ ବିଜେଡ଼ି–ବିଜେପି ମେଂଟ ସରକାର ଥିବା ବେଳେ ମନ୍ତ୍ରୀ ଥିଲେ।

Advertisment
Odisha Bjp Manmohan Samal