Advertisment

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଶେଷ: ଦଳକୁ ତୃଣମୂଳ ସ୍ତରରେ ମଜଭୁତ୍ କରିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ

ଭୁବନେଶ୍ୱରରେ ଚାଲିଥିବା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଶେଷ ହୋଇଛି। ଅନ୍ତିମ ଦିନରେ ଆଜି ରାଜନୈତିକ ଚିଠା ପ୍ରସ୍ତାବ ଆସିଥିଲା। ଖଣି ପ୍ରସଙ୍ଗ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ତାରା ଦତ୍ତ ଟାସ୍କ ଫେ।ର୍ସ ରିପୋର୍ଟ, ନାରୀ ନିର୍ଯାତନା ଆଦି ପ୍ରସଙ୍ଗ ଉପରେ ଏହି ଚିଠା ପ୍ରସ୍ତାବ ଆସିଥିଲା। ଏହାସହ ତୃଣମୂଳ ସ୍ତରରେ ଦଳକୁ କିପରି ମଜଭୁତ୍ କରାଯିବ ସେ ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ସଦସ୍ୟ ସଂଖ୍ୟା ବୃଦ୍ଧି ପରେ ଦଳ ୨୦୧୯ […]

ଅଦ୍ୟତନ ହୋଇଛି
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଶେଷ: ଦଳକୁ ତୃଣମୂଳ ସ୍ତରରେ ମଜଭୁତ୍ କରିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ

bjpexicutive

Advertisment

ଭୁବନେଶ୍ୱରରେ ଚାଲିଥିବା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଶେଷ ହୋଇଛି। ଅନ୍ତିମ ଦିନରେ ଆଜି ରାଜନୈତିକ ଚିଠା ପ୍ରସ୍ତାବ ଆସିଥିଲା। ଖଣି ପ୍ରସଙ୍ଗ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ତାରା ଦତ୍ତ ଟାସ୍କ ଫେ।ର୍ସ ରିପୋର୍ଟ, ନାରୀ ନିର୍ଯାତନା ଆଦି ପ୍ରସଙ୍ଗ ଉପରେ ଏହି ଚିଠା ପ୍ରସ୍ତାବ ଆସିଥିଲା। ଏହାସହ ତୃଣମୂଳ ସ୍ତରରେ ଦଳକୁ କିପରି ମଜଭୁତ୍ କରାଯିବ ସେ ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ସଦସ୍ୟ ସଂଖ୍ୟା ବୃଦ୍ଧି ପରେ ଦଳ ୨୦୧୯ ନିର୍ବାଚନକୁ ଟାର୍ଗେଟ୍ ରଖିଛି। ଅନ୍ତିମ ଦିନରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ମହେଶ ଶର୍ମା, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂଗଠନ ଯୁଗ୍ମ ସଂପାଦକ ଶିବ୍ ପ୍ରକାଶ ଓ ରାଜ୍ୟର ତୁଙ୍ଗନେତାମାନେ ଯୋଗ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe