/odisha-reporter/media/post_attachments/uploads/2019/04/bjp-candidate.jpg)
bjpcandidate
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିର ଚିକିଟି ବିଧାନସଭା ଆସନ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୮୨ ନମ୍ବର ବୁଥ୍ରେ ତାଙ୍କୁ ମାଡ଼ ମରାଯାଇଥିବା ବିଜେପି ଅଭିଯୋଗ କରିଛି। ଏକ ପ୍ରେସ୍ମିଟ୍ରେ ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତିଙ୍କ ଏହି ଅଭିଯୋଗ କରିଛନ୍ତି।
Advertisment
ଶ୍ରୀ ମହାନ୍ତି ଆହୁରି ଅଭିଯୋଗ କରିଛନ୍ତି ଯେ, ଚିକିଟି ନିର୍ବାଚନମଣ୍ଡଳୀର ଅନେକ ବୁଥ୍ରେ ରିଗିଂ ହୋଇଛି। ଏଥିସହ ୧୮ଟି ବୁଥ୍ରେ ବିଜେପି ଏଜେଣ୍ଟ୍ଙ୍କୁ ପୂରାଇ ଦିଆଯାଇନାହିଁ।
କୋରାପୁଟର ୧୫୯ନଂ ବୁଥ୍ରେ ବିଜେପି ଏଜେଣ୍ଟକୁ ତାଲା ପକାଇ ଦିଆଯାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
