ସୁନିଲ୍ ବଂଶଲଙ୍କ ସିକ୍ରେଟ୍ ପ୍ଲାନ | Odisha Reporter
Advertisment
୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି। କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ସ୍ରିକେଟ୍ ପ୍ଲାନ। ରାଜ୍ୟ କାର୍ଯ୍ୟକାରିଣୀରେ ବିସ୍ତୃତ ଆଲୋଚାନ। ବଂଶଲ ହେଭି ଟାସ୍କ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି। ସରକାର ଗଢିବାକୁ ଫୁଲ୍ ପ୍ରିପେୟାର ବିଜେପି। ବଂଶଲ କହୁଛନ୍ତି ମଜଭୁତ ହେବ ବିଜେପି, ଧରାଶାୟୀ ହେବ ବିଜେଡି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us