‘ସ୍ଲୁଲ ସଭାପତିଙ୍କୁ ସେକି ଦେଲେ ବିଡିଓ’ | Odisha Reporter
ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ। ବିଦ୍ୟାଳୟରେ ୫ଟି କାର୍ଯ୍ୟକୁ ସ୍ଥଗିତ ନରଖିବା ଓ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃଅବସ୍ଥାପିତ କରିବା ଦାବିରେ ଆଲୋଚନା ବେଳେ ମାଡ଼। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଡିଓ ପ୍ରଦୀପ ସେଠୀ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
