Advertisment

ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ

ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ। ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ। ବିଦ୍ୟାଳୟରେ ୫ଟି କାର୍ଯ୍ୟକୁ ସ୍ଥଗିତ ନରଖିବା ଓ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃଅବସ୍ଥାପିତ କରିବା ଦାବିରେ ଆଲୋଚନା ବେଳେ ମାଡ଼। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଡିଓ ପ୍ରଦୀପ ସେଠୀ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେଉଛି

Advertisment

ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ। ବିଦ୍ୟାଳୟରେ ୫ଟି କାର୍ଯ୍ୟକୁ ସ୍ଥଗିତ ନରଖିବା ଓ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃଅବସ୍ଥାପିତ କରିବା ଦାବିରେ ଆଲୋଚନା ବେଳେ ମାଡ଼। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଡିଓ ପ୍ରଦୀପ ସେଠୀ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେଉଛି। 

Advertisment
Bhadrak News Officerraj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe