ଚିକିତ୍ସା ପାଇଁ ବିଶାଖାପାଟଣା ଯାଉଥିବା ଓଡ଼ିଆ ରୋଗୀ ଏହି ଉପାୟରେ ପାଇପାରିବେ ମାଗଣା ରକ୍ତ

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ରକ୍ତଦାନ ମହତ ଦାନ। ଏହି ପଂକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ। ଓଡ଼ିଶାରୁ ବିଶାଖାପାଟଣା ଆସୁଥିବା ଏବଂ ବିଶାଖାପାଟଣାରେ ରହୁଥିବା ଓଡ଼ିଆ ରୋଗୀଙ୍କ ସୁଚିକିତ୍ସା ପାଇଁ ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏଥିରେ ୧୦୦ରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇପାରିଥିଲା। ଏହି ରକ୍ତଦାନ ଶିବିର ବିଶାଖାପାଟଣାର ସବୁଠାରୁ ଅଗ୍ରଣୀ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଉତ୍କଳ ସାଂସ୍କୃତିକ […]

Blood

Blood

Amaresh Biswal
  • Published: Monday, 20 August 2018
  • Updated: 20 August 2018, 12:26 PM IST

Sports

Latest News

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ରକ୍ତଦାନ ମହତ ଦାନ। ଏହି ପଂକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ। ଓଡ଼ିଶାରୁ ବିଶାଖାପାଟଣା ଆସୁଥିବା ଏବଂ ବିଶାଖାପାଟଣାରେ ରହୁଥିବା ଓଡ଼ିଆ ରୋଗୀଙ୍କ ସୁଚିକିତ୍ସା ପାଇଁ ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏଥିରେ ୧୦୦ରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇପାରିଥିଲା।

ଏହି ରକ୍ତଦାନ ଶିବିର ବିଶାଖାପାଟଣାର ସବୁଠାରୁ ଅଗ୍ରଣୀ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଉତ୍କଳ ସାଂସ୍କୃତିକ ସମାଜ’ ଓ ‘ଲାଇଫ୍ ସେଭ୍‌’ ବ୍ଲଡ଼ବ୍ୟାଙ୍କ ଆନୁକୂଲ୍ୟରେ ସହରର ଦଶପଲ୍ଲା ହିଲ୍‌ସ ନିକଟ ଜଗନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା। ସୁଦୂର ଓଡିଶାରୁ ପ୍ରତ୍ୟେକ ଦିନ ବହୁ ଓଡ଼ିଆ ଚିକିତ୍ସା ପାଇଁ ବିଶାଖାପାଟଣାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।

ବହୁ ଓଡ଼ିଆ ରୋଗୀଙ୍କ ଅପେରସନ୍‌ ପାଇଁ ଆବଶ୍ୟକ ରକ୍ତ ଅଭାବରୁ ଚିକିତ୍ସାରେ ବିଳମ୍ବ ହେଉଛି ଏବଂ ବହୁ ରୋଗୀ ରକ୍ତ ଯୋଗାଡ଼ କରିନପାରି ବିଶାଖାପାଟଣାରେ ଠକେଇର ଶିକାର ହେଉଛନ୍ତି। ଏଣୁ ରୋଗୀମାନଙ୍କୁ ଏଦିଗରେ ସାହାଯ୍ୟ କରିବା ଥିଲା ଏହି ରକ୍ତଦାନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସଂଗଠନର ସଭାପତି ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଓଡିଶାରୁ ଚିକିତ୍ସା ପାଇଁ ବିଶାଖାପାଟଣା ଆସୁଥିବା ରୋଗୀମାନେ, ଆବଶ୍ୟକ ରକ୍ତ ପାଇଁ କୌଣସି ହସ୍ପିଟାଲ କିମ୍ବା ବ୍ରୋକର୍‌ଙ୍କ କଥାରେ ନପଡ଼ି, ସିଧାସଳଖ ଦଶପଲ୍ଲା ହିଲ୍‌ସ ନିକଟ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ, ସେମାନଙ୍କୁ ‘ଉତ୍କଳ ସାଂସ୍କୃତିକ ସମାଜ’ ପକ୍ଷରୁ ଆବଶ୍ୟକ ରକ୍ତ ବିନା ମୂଲ୍ୟରେ ପ୍ରଦାନ କରାଯିବ।

ପ୍ରତ୍ୟେକ ବର୍ଷ ‘ଉତ୍କଳ ସାଂସ୍କୃତିକ ସମାଜ’ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଏଖ ବ୍ଲଡ଼ବ୍ୟାଙ୍କରେ ସଂଗୃହିତ ରକ୍ତକୁ ଗଛିତ ରଖାଯାଇଛି। ଗରୀବ ରୋଗୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ, ସେମାନଙ୍କୁ ଚିକିତ୍ସା ପ୍ରଦାନ ସହ ଜଗନ୍ନାଥ ମନ୍ଦିରରେ ବିନା ମୂଲ୍ୟରେ ରହିବା ଓ ଖାଇବା ସୁବିଧା ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story