ବେଆଇନ କୋଠା ନିର୍ମାଣକାରୀ ସାବଧାନ, ଆକ୍ସନ ମୋଡରେ ବିଏମ୍‌ସି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆକ୍ସନ ମୋଡକୁ ଆସିଯାଇଛି ବ୍ରହ୍ମପୁର ମହାନଗର ନିଗମ । ବେଆଇନ କୋଠା ନିର୍ମାଣକାରୀଙ୍କୁ ଆଉ ବରଦାସ୍ତ କରାଯିବନି । ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ନିଜ ଭୁଲ ସୁଧାରିବାକୁ ଦିଆଯାଇଛି ୧୫ ଦିନ ସମୟ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ବିଏସ୍‌ସି କମିଶନର ଜେ. ସୋନାଲ । ବ୍ରହ୍ମପୁର ସହରରେ ବହୁ ସଂଖ୍ୟାରେ କୋଠା ବେନିୟମ ଭାବେ ଗଢ଼ି ଉଠିଥିବା ଅଭିଯୋଗ ହୋଇ ଆସୁଥିବା […]

bmc

bmc

Niharika Rout
  • Published: Thursday, 08 December 2022
  • Updated: 08 December 2022, 12:51 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆକ୍ସନ ମୋଡକୁ ଆସିଯାଇଛି ବ୍ରହ୍ମପୁର ମହାନଗର ନିଗମ । ବେଆଇନ କୋଠା ନିର୍ମାଣକାରୀଙ୍କୁ ଆଉ ବରଦାସ୍ତ କରାଯିବନି । ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ନିଜ ଭୁଲ ସୁଧାରିବାକୁ ଦିଆଯାଇଛି ୧୫ ଦିନ ସମୟ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ବିଏସ୍‌ସି କମିଶନର ଜେ. ସୋନାଲ ।

ବ୍ରହ୍ମପୁର ସହରରେ ବହୁ ସଂଖ୍ୟାରେ କୋଠା ବେନିୟମ ଭାବେ ଗଢ଼ି ଉଠିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏଥିଯୋଗୁ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଟ୍ରାଫିକ ବ୍ୟବସ୍ଥା। କିଏ ଅନୁମତି ନ ନେଇ ସୁଉଚ୍ଚ ଅଟ୍ଟାଳିକା ଗଢ଼ି ତୋଳିଛି ତ କିଏ ଅନୁମତି ପାଇଥିବା ବେଳେ ତାହାକୁ ଖିଲାପ କରି ବିଲ୍ଡିଂ କରିଛି।

[caption id="attachment_787763" align="aligncenter" width="650"]bmc ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ପ୍ରେସ୍‌ମିଟ୍‌ ।[/caption]

ପ୍ରଥମ ପର୍ଯ୍ୟାୟରେ ଏପରି ଶହେ କୋଠାକୁ ଚିହ୍ନଟ କରାଯାଇ ନୋଟିସ ଜାରି କରାଯାଇଛି। ନିଜ ଭୁଲ୍‌, ତ୍ରୁଟି ସୁଧାରିବାକୁ ସେମାନଙ୍କୁ ୧୫ ଦିନ ସମୟ ଦିଆଯିବ । ଏହା ମଧ୍ୟରେ ଆଇନ ଅନୁଯାୟୀ, ନିଜ ତ୍ରୁଟି ନ ସୁଧାରିଲେ ପଦକ୍ଷେପ ନିଆଯିବ ବୋଲି ଶୁଣାଇ ଦେଇଛନ୍ତି ବିଏମ୍‌ସି କମିଶନର।

ବିଏମସି କମିଶନର କହିଛନ୍ତି,  ବହୁ ସଂଖ୍ୟାରେ ବ୍ରହ୍ମପୁର ସହରର ବାସିନ୍ଦା ଉପଯୁକ୍ତ ପ୍ଲାନ୍ ନ ନେଇ କୋଠା ନିର୍ମାଣ କରିଛନ୍ତି। ଉପଯୁକ୍ତ ପ୍ଲାନ୍ ନେଇ  କୋଠା କରିଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌ । ଏଥିଯୋଗୁ ବହୁ ସମସ୍ୟା ଦେଖାଦେଉଛି।

ପ୍ରଥମେ ନିୟମ ଉଲ୍ଲଘଂନକାରୀ ଆର୍ଥିକ ସ୍ୱଚ୍ଛଳ ତଥା ଧନୀ ଶ୍ରେଣୀର ଲୋକଙ୍କୁ ନୋଟିସ ପଠାଯାଇଛି। ଏହାପରେ ମଧ୍ୟମ ଓ ପରେ  ଆର୍ଥିକ  ଦୁର୍ବଳ ଶ୍ରେଣୀ ଲୋକଙ୍କୁ ନୋଟିସ କରାଯିବ । ଯିଏ ବି ଆଇନ ଉଲ୍ଳଘଂନ କରିଥିବ, କେହି ବଞ୍ଚି ପାରିବେନି । ସମସ୍ତଙ୍କୁ ଏଥିପାଇଁ ଦଣ୍ଡିତ କରାଯିବ ତଥା ଫାଇନ ଆଦାୟ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story