Advertisment

ଆଜିଠୁ ବଲାଙ୍ଗିର ଶଟଡାଉନ୍

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାକୁ ଶଟଡାଉନ୍‌ ଘୋଷଣା କରାଯାଇଛି। କରୋନା ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ୪ ଦିନିଆ ଶଟଡାଉନ୍‌ ନିଷ୍ପତ୍ତି ନେଇଛି । ଏହା ସହ ଲୋକମାନେ କିଭଳି ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେବେ ସେ ନେଇ ମଧ୍ୟ ସେମାନଙ୍କୁ  ସଚେତନ କରାଯାଇଛି । ଶଟଡାଉନ୍‌ କଟକଣାରୁ କିନ୍ତୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ହସ୍ପିଟାଲ, କ୍ଳିନିକ୍, ନର୍ସିଂ […]

ଆଜିଠୁ ବଲାଙ୍ଗିର ଶଟଡାଉନ୍

bolangiri-1

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାକୁ ଶଟଡାଉନ୍‌ ଘୋଷଣା କରାଯାଇଛି। କରୋନା ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ୪ ଦିନିଆ ଶଟଡାଉନ୍‌ ନିଷ୍ପତ୍ତି ନେଇଛି । ଏହା ସହ ଲୋକମାନେ କିଭଳି ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେବେ ସେ ନେଇ ମଧ୍ୟ ସେମାନଙ୍କୁ  ସଚେତନ କରାଯାଇଛି ।

Advertisment

ଶଟଡାଉନ୍‌ କଟକଣାରୁ କିନ୍ତୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ହସ୍ପିଟାଲ, କ୍ଳିନିକ୍, ନର୍ସିଂ ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ମେଡିକାଲ ଷ୍ଟାଫମାନଙ୍କୁ ମେଡିକାଲ ଯିବା ଆସିବା କରିବା ପାଇଁ ଅନୁମତି ମିଳିଛି । ଟେଲିକମ୍ ସେବା, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ଛାପା ଓ ବୈଦୁତିକ ଗଣମାଧ୍ୟମକୁ କଟକଣାରୁ ବାଦ୍ ଦିଆଯାଇଛି ।

Shut Down
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe