Advertisment

ମରୁଡ଼ି ଘୋଷଣା ଦାବିରେ ବଲାଙ୍ଗିରରେ ଚାଷୀ ସମାବେଶ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରେ ଉତ୍କଟ ରୂପ ଧାରଣ କରିଛି ମରୁଡ଼ି। ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଓ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଏକ ସମାବେଶ ଆୟୋଜିତ ହୋଇଥିଲା। ଆମ୍ ଆଦମୀ ପାର୍ଟିର ବିଧାୟକ ଅଲକା ଲାମ୍ବା ଓ ନରେଶ ଯାଦବ ଏଥିରେ ଯୋଗ ଦେଇ ଚାଷୀଙ୍କ ଦୁର୍ଦ୍ଦଶା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି।

ଏହି ଅବସରରେ ଏକ ଶୋଭାଯାତ୍ରା ବଲାଙ୍ଗିର ସହର ପରିକ୍ରମା କରିବା ପରେ ଟାଉନ ହଲ୍‌ରେ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା।  ଏଥିରେ ପଶ୍ଚିମ ଓଡ଼ିଶାର ଅନେକ ଚାଷୀ ନେତା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe