ଅଦ୍ୟତନ ହୋଇଛି
bomb-horling-in-cuttack
Advertisment
ସାଲେପୁର (ମନୋଜ ଆଚାର୍ଯ୍ୟ): ଗୋଟିଏ ପରେ ଗୋଟିଏ ଲଗାତାର ୯ଟି ବୋମା ମାଡ଼କରି ଦୁର୍ବୃତ୍ତମାନେ ଚମ୍ପଟ ମାରିଲେ। ଏମିତି ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ସେକ୍ସନ ବଜାରରେ। ବଜାରର କିଛି ଦୋକାନ ଉପରକୁ ଗୋଟିଏ ମୋଟର ସାଇକେଲରେ ୩ଜଣ ଦୁର୍ବୃତ୍ତ ଆସି ବୋମା ମାଡ଼ କରିଥିଲେ। ଫଳରେ ୩ଟି ଦୋକାନରେ ବ୍ୟାପକ କ୍ଷତି ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି।
Advertisment
ବୋମାମାଡ଼ର କୌଣସି କାରଣ ଜଣାପଡ଼ିନଥିବା ବେଳେ ନେମାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ବୋମାମାଡ଼ର କୌଣସି କାରଣ ଜଣାପଡ଼ିନହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/bomb-horling-in-cuttack.jpg)