Advertisment

ବିଦେଶ ଯିବେ ବଣ୍ଡା ଆଇଟିଆଇ ଛାତ୍ରୀ

ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର। ଦୁବାଇ ଯିବେ ବଣ୍ଡା ଆଇଟିଆଇ ଛାତ୍ରୀ ବୁଦ୍ରି କିର୍ସାନୀ। ଇପିକଲ୍ ପକ୍ଷରୁ ମେ’ ମାସରେ ଦୁବାଇରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବଣ୍ଡା ଛାତ୍ରୀ।

Advertisment

ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର। ଦୁବାଇ ଯିବେ ବଣ୍ଡା ଆଇଟିଆଇ ଛାତ୍ରୀ ବୁଦ୍ରି କିର୍ସାନୀ। ଇପିକଲ୍ ପକ୍ଷରୁ ମେ’ ମାସରେ ଦୁବାଇରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବଣ୍ଡା ଛାତ୍ରୀ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏଥିଲାଗି ଓଡ଼ିଶାରୁ ୫ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଛି। 

Advertisment
Malkangiri Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe