ଭୋଟର୍‌ ତାଲିକାରେ ନାମ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟର ଲିଷ୍ଟରୁ ବାଦ ପଡ଼ିଥିବା ମତଦାତାଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୩ ଓ ୨୪ ତାରିଖରେ ସମସ୍ତ ମତଦାନ କେନ୍ଦ୍ରରେ ଏହି ଅଭିଯାନ ଦିବସ ପାଳନ କରାଯିବ। କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ କରାଯାଉଛି। କେନ୍ଦ୍ରରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଭୋଟର୍‌ଙ୍କୁ ଅବଗତ କରିବେ। ପରିଚୟ ପତ୍ର ଥାଇ ଯଦି ଭୋଟର ତାଲିକାରେ ନାଁ […]

vote

vote

Rakesh Mallick
  • Published: Thursday, 21 February 2019
  • Updated: 21 February 2019, 08:25 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟର ଲିଷ୍ଟରୁ ବାଦ ପଡ଼ିଥିବା ମତଦାତାଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୩ ଓ ୨୪ ତାରିଖରେ ସମସ୍ତ ମତଦାନ କେନ୍ଦ୍ରରେ ଏହି ଅଭିଯାନ ଦିବସ ପାଳନ କରାଯିବ।

କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ କରାଯାଉଛି। କେନ୍ଦ୍ରରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଭୋଟର୍‌ଙ୍କୁ ଅବଗତ କରିବେ।

ପରିଚୟ ପତ୍ର ଥାଇ ଯଦି ଭୋଟର ତାଲିକାରେ ନାଁ ନଥିବ ଚଳିତବର୍ଷ ଭୋଟଦାନ କରିହେବ ନାହିଁ। ତେଣୁ ଯେଉଁ ମତଦାତାଙ୍କ ନାଁ ତାଲିକାରେ ନଥିବ ସେମାନେ ଏହାର ସୁଯୋଗ ନେଇ ଏଠାରେ ଆବେଦନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story