vote
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟର ଲିଷ୍ଟରୁ ବାଦ ପଡ଼ିଥିବା ମତଦାତାଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୩ ଓ ୨୪ ତାରିଖରେ ସମସ୍ତ ମତଦାନ କେନ୍ଦ୍ରରେ ଏହି ଅଭିଯାନ ଦିବସ ପାଳନ କରାଯିବ।
Advertisment
କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ କରାଯାଉଛି। କେନ୍ଦ୍ରରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଭୋଟର୍ଙ୍କୁ ଅବଗତ କରିବେ।
ପରିଚୟ ପତ୍ର ଥାଇ ଯଦି ଭୋଟର ତାଲିକାରେ ନାଁ ନଥିବ ଚଳିତବର୍ଷ ଭୋଟଦାନ କରିହେବ ନାହିଁ। ତେଣୁ ଯେଉଁ ମତଦାତାଙ୍କ ନାଁ ତାଲିକାରେ ନଥିବ ସେମାନେ ଏହାର ସୁଯୋଗ ନେଇ ଏଠାରେ ଆବେଦନ କରିପାରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/vote.jpg)