ମହାରାଷ୍ଟ୍ରରୁ ୨୪ ଶ୍ରମିକ ଉଦ୍ଧାର

୩ ଜଣ ଦଲାଲାଙ୍କ ମଧ୍ୟମରେ କଣ୍ଟାବାଳ ବ୍ଳକର ୩ଟି ପରିବାରର ୨୪ ଜଣ ମହିଳା ଓ ପୁରୁଷ ମିଶି ପୁନେର ଜାମ୍ବେ ଯାଇଥିଲେ। ସେମାନେ ସେଠାରେ ଇଟା ଭାଟିରେ କାମ କରିଥିଲେ। ହେଲେ ଠିକାଦାର ପାଉଣା ଦେଉନଥିଲା।

Daily Labour

Representative image

Manoranjan Sial
  • Published: Friday, 12 May 2023
  • Updated: 12 May 2023, 08:22 PM IST

ମହାରାଷ୍ଟ୍ରରେ ବନ୍ଧକ ରହିଥିବା ୨୪ ଜଣ ଶ୍ରମିକଙ୍କୁ ବୌଦ୍ଧ ପ୍ରଶାସନ ଓ ପୁଲିସ ମିଳିତ ଭାବେ ଉଦ୍ଧାର କରିଛି। ଆଜି ସେମାନଙ୍କୁ ବୌଦ୍ଧ ଅଣାଯାଇଛି। ଏନେଇ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି।

୩ ଜଣ ଦଲାଲାଙ୍କ ମଧ୍ୟମରେ କଣ୍ଟାବାଳ ବ୍ଳକର ୩ଟି ପରିବାରର ୨୪ ଜଣ ମହିଳା ଓ ପୁରୁଷ ମିଶି ପୁନେର ଜାମ୍ବେ ଯାଇଥିଲେ। ସେମାନେ ସେଠାରେ ଇଟା ଭାଟିରେ କାମ କରିଥିଲେ। ହେଲେ ଠିକାଦାର ପାଉଣା ଦେଉନଥିଲା। ମଜୁରୀ ମାଗିଲେ ନାନା ନିର୍ଯାତନା ଦିଆଯାଉଥିଲା। ଘରକୁ ଛଡ଼ା ଯାଉନଥିଲେ।

Also Read

ଗାଁରେ ଥିବା ପରିବାର ଲୋକେ ଏନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୁଲିସ ଅଧିକାରୀ ଓ ଶ୍ରମ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହି ଗଠିତ ଟିମ୍‌ ମହାରାଷ୍ଟ୍ର ପୁଲିସ ସହାୟତାରେ ୨୪ ଜଣଙ୍କୁ ଉଦ୍ଧାର କରିଛି।

ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story