ଅଦ୍ୟତନ ହୋଇଛି
‘ବ୍ରେନ୍ ମ୍ୟାଲେରିଆ ପାଇଁ ବାହାରିଲା ଔଷଧ’ | Odisha Reporter
Advertisment
ଓଡ଼ିଶାରେ ପ୍ରସ୍ତୁତ ହେଲା ବ୍ରେନ୍ ମ୍ୟାଲେରିଆ ଔଷଧ। ଭୁବନେଶ୍ଵରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ILS)ର ବଡ଼ ସଫଳତା। ବ୍ରେନ୍ ମ୍ୟାଲେରିଆ ରୋଗ ନିରାକରଣ ଲାଗି ଉଦ୍ଭାବନ କରିଛି ଔଷଧ। ତେଣୁ ଖୁବ୍ଶୀଘ୍ର ଏହି ଔଷଧ ବଜାରକୁ ଆସିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ILS ର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ ଦ୍ଵାରା ପ୍ରସ୍ତୁତ ହୋଇଛି ଏହି ଔଷଧ। ପ୍ରାରମ୍ଭିକ ଭାବେ ମୂଷା ଦେହରେ ଏହି ଔଷଧର ପ୍ରୟୋଗ ସଫଳ ହୋଇଛି। ଖୁବଶୀଘ୍ର ମାନବ ଶରୀରରେ ଏହାର ପରୀକ୍ଷଣ ଲାଗି କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us