ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ସ୍ଥିତି ସମୀକ୍ଷା ପାଇଁ ବ୍ରହ୍ମଗିରି ଗଲା ସ୍ୱତନ୍ତ୍ର ଡାକ୍ତରୀ ଦଳ

ବ୍ରହ୍ମଗିରି: ମାଲକାନଗିରି ଜିଲ୍ଲା ପରେ ବ୍ରହ୍ମଗିରି ଓ ନୀଳଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଜ୍ୱର ବ୍ୟାପିଛି। ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଏହି ରୋଗରେ ଆକ୍ରନ୍ତ ହୋଇ ଜଣେ ୧୧ ବର୍ଷ ବାଳକର ମୃତ୍ୟୁ  ହେବାପରେ ପ୍ରଶାସନ ଚେତା ପଶିଛି। ସ୍ୱତନ୍ତ୍ର ଡାକ୍ତରୀ ଦଳ ସହ  ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲାପାଳ, ବ୍ରହ୍ମଗିରି ତହସିଲଦାର  ଓ ଜିଲ୍ଲା ମେଡିକାଲ ଅଫିସର  ଆଜି ବେଙ୍ଗମା ଗାଁକୁ ଯାଇଛନ୍ତି। ଡାକ୍ତରୀ ଦଳ ମୃତକଙ୍କ ପରିବାରକୁ ଭେଟିବା ସହ  […]

puri

puri

Rakesh Mallick
  • Published: Friday, 07 October 2016
  • Updated: 07 October 2016, 02:06 PM IST

Sports

Latest News

puriବ୍ରହ୍ମଗିରି: ମାଲକାନଗିରି ଜିଲ୍ଲା ପରେ ବ୍ରହ୍ମଗିରି ଓ ନୀଳଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଜ୍ୱର ବ୍ୟାପିଛି। ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଏହି ରୋଗରେ ଆକ୍ରନ୍ତ ହୋଇ ଜଣେ ୧୧ ବର୍ଷ ବାଳକର ମୃତ୍ୟୁ  ହେବାପରେ ପ୍ରଶାସନ ଚେତା ପଶିଛି। ସ୍ୱତନ୍ତ୍ର ଡାକ୍ତରୀ ଦଳ ସହ  ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲାପାଳ, ବ୍ରହ୍ମଗିରି ତହସିଲଦାର  ଓ ଜିଲ୍ଲା ମେଡିକାଲ ଅଫିସର  ଆଜି ବେଙ୍ଗମା ଗାଁକୁ ଯାଇଛନ୍ତି।

ଡାକ୍ତରୀ ଦଳ ମୃତକଙ୍କ ପରିବାରକୁ ଭେଟିବା ସହ  ମୃତ୍ୟୁର କାରଣ ନେଇ ଅନୁସନ୍ଧାନ କରିଛନ୍ତି। ମୃତକଙ୍କ ପରିବାରକୁ ରେଡକ୍ରସ୍‌ ପକ୍ଷରୁ  ସହାୟତା ଦିଆଯିବ ବୋଲି  ପ୍ରତିଶ୍ରୁତି ଦିଆଯାଇଛି।

ଗତକାଲି ବ୍ରହ୍ମଗିରି ବେଙ୍ଗମା ଗାଁର ୧୪ ବର୍ଷର ବାଳକ କିରଣ ବାରିକଙ୍କ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ଘଟିବା ପରେ ଏଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story