Advertisment

ବ୍ରହ୍ମଗିରି ଗାଁ ଶଟ୍‌ଡାଉନ୍

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଗାଁକୁ ଶଟ୍‌ଡାଉନ୍   ଘୋଷଣା କରାଯାଇଛି। ଆଜି ସକାଳ ୧୦ଟାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ଏହି  ଶଟ୍‌ଡାଉନ୍‌ କଟକଣା ବଳବତ୍ତର ରହିବ। ବ୍ରହ୍ମଗିରି ସରପଞ୍ଚ ମଧୁସ୍ମିତା ସାହୁ ଏହି ଘୋଷଣା କରିଛନ୍ତି। ଗାଁର ପ୍ରତିଟି ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ଏହାସହ ଗାଁକୁ ବାହାର ଲୋକ ଆସିବେ ନାହିଁ କି, ଗାଁ ଲୋକେ ବାହାରକୁ […]

ଅଦ୍ୟତନ ହୋଇଛି
ବ୍ରହ୍ମଗିରି ଗାଁ ଶଟ୍‌ଡାଉନ୍

uuuuuuuuuuuuu

Advertisment

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଗାଁକୁ ଶଟ୍‌ଡାଉନ୍   ଘୋଷଣା କରାଯାଇଛି। ଆଜି ସକାଳ ୧୦ଟାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ଏହି  ଶଟ୍‌ଡାଉନ୍‌ କଟକଣା ବଳବତ୍ତର ରହିବ। ବ୍ରହ୍ମଗିରି ସରପଞ୍ଚ ମଧୁସ୍ମିତା ସାହୁ ଏହି ଘୋଷଣା କରିଛନ୍ତି। ଗାଁର ପ୍ରତିଟି ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ଏହାସହ ଗାଁକୁ ବାହାର ଲୋକ ଆସିବେ ନାହିଁ କି, ଗାଁ ଲୋକେ ବାହାରକୁ ଯିବେ ନାହିଁ ବୋଲି କୁହାଯାଇଛି।

Advertisment

ତେବେ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ସରପଞ୍ଚଙ୍କ ଏହି ନିଷ୍ପତ୍ତିକୁ ପଞ୍ଚାୟତବାସୀ ସମର୍ଥନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe