ଭୋଟ ବେଳେ ସରକାର ବିଭିନ୍ନ ଜାତିକୁ ଦେଉଛନ୍ତି କି ଲାଞ୍ଚ? ଭୋଟ ହେବାର ସପ୍ତାହେ ପୂର୍ବରୁ ସରକାରୀ ଉପହାର ନେଇ ଉଠିଲା ପ୍ରଶ୍ନ। ଝାରସୁଗୁଡ଼ା ଉପନିର୍ବାଚନର ୭ ଦିନ ପୂର୍ବରୁ ଅଗ୍ରିଆ ସମାଜ ପାଇଁ ଘର ଓ ଟଙ୍କା। ପଦମପୁର ଉପନିର୍ବାଚନର ୫ ଦିନ ପୂର୍ବରୁ କୁଲତା ସମାଜ ପାଇଁ ଘର ଓ ଟଙ୍କା। ଉପନିର୍ବାଚନ ବେଳେ ସଂପୂର୍ଣ୍ଣ ଜିଲ୍ଲାରେ ଲାଗୁ ହୁଏ ଆଦର୍ଶ ଆଚରଣବିଧି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
5Tକୁ ପ୍ରଶଂସା କଲେ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ
ଆଗାମୀ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ତେବେ କେଉଁ ଦଳରୁ ଲଢ଼ିବେ, ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ନିଜେ ୪/୫ ଆସନରେ ସର୍ଭେ କରୁଛନ୍ତି।
Odisha
ରାଜ୍ୟ ପାଇଁ ଲଜ୍ଜାର ଦିନ
ରକାର ହେୟଜ୍ଞାନ ପାଇଁ ନିନ୍ଦିତ ହେଲା ଓଡ଼ିଶା। ଟାଟା ପାଓ୍ବାର ଇଡକୋକୁ ଦୋଷ ଦେଉଛି। ଇଡକୋ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦୋଷ ଲଦିଲା।
Odisha
‘ମଦ ପିଇକି ସମୁଦ୍ରରେ ଖେଳୁଛନ୍ତି’
ଆମେ ଯେତେ ମନା କଲା ବି କେତେକ ପର୍ଯ୍ୟଟକମାନେ ମଦ ପିଇକି ସମୁଦ୍ର ଭିତରକୁ ଖେଳିବାକୁ ଯାଉଛନ୍ତି ବୋଲି କହିଛନ୍ତି ଜଣେ ଲାଇଫ ଗାର୍ଡ। ଏଇ ଦୁଇ ଦିନ ତଳେ ଦୁଇ ଦିନ ଭିତରେ ପୁରୀ ବେଳାଭୂମିରେ ୪ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଛି।