ଭୋଟ ବେଳେ ଲାଞ୍ଚ ? | Odisha Reporter
ଭୋଟ ବେଳେ ସରକାର ବିଭିନ୍ନ ଜାତିକୁ ଦେଉଛନ୍ତି କି ଲାଞ୍ଚ? ଭୋଟ ହେବାର ସପ୍ତାହେ ପୂର୍ବରୁ ସରକାରୀ ଉପହାର ନେଇ ଉଠିଲା ପ୍ରଶ୍ନ। ଝାରସୁଗୁଡ଼ା ଉପନିର୍ବାଚନର ୭ ଦିନ ପୂର୍ବରୁ ଅଗ୍ରିଆ ସମାଜ ପାଇଁ ଘର ଓ ଟଙ୍କା। ପଦମପୁର ଉପନିର୍ବାଚନର ୫ ଦିନ ପୂର୍ବରୁ କୁଲତା ସମାଜ ପାଇଁ ଘର ଓ ଟଙ୍କା। ଉପନିର୍ବାଚନ ବେଳେ ସଂପୂର୍ଣ୍ଣ ଜିଲ୍ଲାରେ ଲାଗୁ ହୁଏ ଆଦର୍ଶ ଆଚରଣବିଧି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
