ବଳଦ ଗାଡ଼ିରେ ବିଦା ହେଲେ କନ୍ୟା | Odisha Reporter
ସଜ ହେଉଛି ବଳଦ ଗାଡ଼ି। ଶାଶୁଘର ଯିବ କନ୍ୟା। ଏକଥା ଶୁଣି ଆପଣଙ୍କୁ ଟିକିଏ ଅଜବ ଲାଗୁଥାଇପାରେ। କାରଣ ଦାମୀ କାରଠାରୁ ଆରମ୍ଭ କରି ହେଲିକପଟରରେ ବସି ବର କନ୍ୟା ବିବାହ ମଣ୍ଡପ ଆସିବା କଥା ଆପଣ ଜାଣିଥିବେ। କିନ୍ତୁ ଏହା ଭିତରେ ଆମ ଓଡ଼ିଶାରୁ ଏମିତି ଏକ ଦୃଶ୍ୟ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
