ଭାଙ୍ଗିଲା ପାଚେରୀ,ନାଲି ଆଖି ଦେଖାଇଲେ ମନ୍ତ୍ରୀ !

ଏ ଚିତ୍ର ବିଏମସିର ବିକାଶ କାର୍ଯ୍ୟର । ଆସିଲେ ମନ ଇଛା ପାଟେରୀ ଭାଙ୍ଗିଲେ । ନା କାହାର ଅନୁମତି ନେଲେ, ନା ଅଟକାଇବାରୁ କଥା ଶୁଣିଲେ ।

Manoj Swain
  • Published: Monday, 03 July 2023
  • Updated: 03 July 2023, 11:35 AM IST

Sports

Latest News

ଏ ଚିତ୍ର ବିଏମସିର ବିକାଶ କାର୍ଯ୍ୟର । ଆସିଲେ ମନ ଇଛା ପାଚେରୀ ଭାଙ୍ଗିଲେ । ନା କାହାର ଅନୁମତି ନେଲେ, ନା ଅଟକାଇବାରୁ କଥା ଶୁଣିଲେ । ମୁକ୍ତେଶ୍ବର-ସିଦ୍ଧେଶ୍ବର ମନ୍ଦିରକୁ ଆବଦ୍ଧ କରି ରହିଥିବା ଏଏସଆଇର ଏହି ପାଚେରୀକୁ ବିଏମସିର ଠିକାଦାର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ବୁଝିବା ପୂର୍ବରୁ ଏଏସଆଇ କର୍ତ୍ତୃପକ୍ଷଙ୍କ ଏହି ଫୋନ୍ ଶୁଣି ନିଅନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos