ଭାଙ୍ଗିଲା ପାଚେରୀ,ନାଲି ଆଖି ଦେଖାଇଲେ ମନ୍ତ୍ରୀ! | Odisha Reporter
Advertisment
ଏ ଚିତ୍ର ବିଏମସିର ବିକାଶ କାର୍ଯ୍ୟର । ଆସିଲେ ମନ ଇଛା ପାଚେରୀ ଭାଙ୍ଗିଲେ । ନା କାହାର ଅନୁମତି ନେଲେ, ନା ଅଟକାଇବାରୁ କଥା ଶୁଣିଲେ । ମୁକ୍ତେଶ୍ବର-ସିଦ୍ଧେଶ୍ବର ମନ୍ଦିରକୁ ଆବଦ୍ଧ କରି ରହିଥିବା ଏଏସଆଇର ଏହି ପାଚେରୀକୁ ବିଏମସିର ଠିକାଦାର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ବୁଝିବା ପୂର୍ବରୁ ଏଏସଆଇ କର୍ତ୍ତୃପକ୍ଷଙ୍କ ଏହି ଫୋନ୍ ଶୁଣି ନିଅନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us