ସମ୍ପତ୍ତି ଲୋଭ ଘାରିଲା, ଶେଷରେ ବିଧବା ଭାଉଜର ଗଳା କାଟି ଦେଲା ଦିଅର

କଟକ(ଓଡ଼ିଶା ରିପୋର୍ଟର): ସମ୍ପତ୍ତି ଲୋଭରେ ଭାଉଜ ଗଳା କାଟି ହତ୍ୟା କଲା ଦିଅର। ଏପରି ବିଭତ୍ସ ହତ୍ୟାକାଣ୍ଡ ଗତକାଲି ରାତିରେ କଟକ ସହରର ଶିଖରପୁର ଉପର ସାହିରେ ଘଟିଛି। । ଏହି ଘଟଣାରେ ଚାଉଳିଆଗଞ୍ଜ ପୁଲିସ୍‌ ଦିଅରକୁ ଅଟକ ରଖି ପଚରାଉଚରା କରୁଛି । ସଂପତ୍ତି ଲୋଭରେ ଦିଅର ହତ୍ୟା କରିଥାଇ ପାରେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି । ଭିଣୋଇଙ୍କ ମୃତ୍ୟୁ ପରେ ସଂପତ୍ତି ଲୋଭରେ ସଂପୃକ୍ତ ଦିଅର ତାଙ୍କ ଭଉଣୀ ଓ […]

Knife-attack

Knife-attack

Niharika Rout
  • Published: Friday, 02 April 2021
  • Updated: 02 April 2021, 03:31 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସମ୍ପତ୍ତି ଲୋଭରେ ଭାଉଜ ଗଳା କାଟି ହତ୍ୟା କଲା ଦିଅର। ଏପରି ବିଭତ୍ସ ହତ୍ୟାକାଣ୍ଡ ଗତକାଲି ରାତିରେ କଟକ ସହରର ଶିଖରପୁର ଉପର ସାହିରେ ଘଟିଛି। । ଏହି ଘଟଣାରେ ଚାଉଳିଆଗଞ୍ଜ ପୁଲିସ୍‌ ଦିଅରକୁ ଅଟକ ରଖି ପଚରାଉଚରା କରୁଛି । ସଂପତ୍ତି ଲୋଭରେ ଦିଅର ହତ୍ୟା କରିଥାଇ ପାରେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ।

ଭିଣୋଇଙ୍କ ମୃତ୍ୟୁ ପରେ ସଂପତ୍ତି ଲୋଭରେ ସଂପୃକ୍ତ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର୍ଯାତନା ଦେଇ ଆସୁଥିଲା । ଏପରିକି ପୂର୍ବରୁ ଥରେ ମାରି ଦେବାକୁ ଚେଷ୍ଟା କରିଥିଲା । ଏନେଇ ସେତେବେଳେ ଥାନାରେ ଅଭିଯୋଗ କରିବା ଲାଗି ଭଉଣୀଙ୍କୁ କହିଥିଲେ । ହେଲେ ଦିଅର ପରିବାରର ଭବିଷ୍ୟତକୁ ଦେଖି ଭଉଣୀ ଅଭିଯୋଗ କରିନଥିଲେ ବୋଲି ଭାଇ କହିଛନ୍ତି । ଶେଷରେ ଗତ ରାତିରେ ଛୁରୀରେ ଭୁଷି ହତ୍ୟା କରିଛି ବୋଲି ସେ ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story