Advertisment

ଦୁଇ ଶହ ଟଙ୍କା ପାଇଁ ଭାଇକୁ ହତ୍ୟା

ଆସିକା(ମୋନଜ ମୁନି): ଦୁଇ ଶହ ଟଙ୍କା ପାଇଁ ନିଜ ଦାଦା ପୁଅକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଚମ୍ପେଇତପୁର ଗାଁରେ। ମୃତ ଯୁବକଜଣଙ୍କ ହେଲେ ବାବୁଲା ଗୌଡ। ପୁଲିସ ଅଭିଯୁକ୍ତ ନୃସିଂହ ଗୌଡଙ୍କୁ ଗତକାଲି ଗିରଫ କରିଛି। ସୂଚନା ଅନୁସାରେ,  ମାତ୍ର ଦୁଇ ଶହ ଟଙ୍କା ପାଇଁ ବାବୁଲା ଓ ନୃସିଂହ ମଧ୍ୟରେ  ଗତ ଶନିବାର ବଚସା ହୋଇଥିଲା। ପରେ ନୃସିଂହ ଦାଦା ପୁଅକୁ ହତ୍ୟା […]

author-image
Tapaswini Nayak
ଅଦ୍ୟତନ ହୋଇଛି
କରୋନା ଭାଇରସ ପାଇଁ ଦେଶରେ ପ୍ରଥମ ହତ୍ୟା, ଭାଇକୁ ମାରିଲା ଭାଇ

Murder-1

ଆସିକା(ମୋନଜ ମୁନି): ଦୁଇ ଶହ ଟଙ୍କା ପାଇଁ ନିଜ ଦାଦା ପୁଅକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଚମ୍ପେଇତପୁର ଗାଁରେ।

Advertisment

ମୃତ ଯୁବକଜଣଙ୍କ ହେଲେ ବାବୁଲା ଗୌଡ। ପୁଲିସ ଅଭିଯୁକ୍ତ ନୃସିଂହ ଗୌଡଙ୍କୁ ଗତକାଲି ଗିରଫ କରିଛି।

ସୂଚନା ଅନୁସାରେ,  ମାତ୍ର ଦୁଇ ଶହ ଟଙ୍କା ପାଇଁ ବାବୁଲା ଓ ନୃସିଂହ ମଧ୍ୟରେ  ଗତ ଶନିବାର ବଚସା ହୋଇଥିଲା। ପରେ ନୃସିଂହ ଦାଦା ପୁଅକୁ ହତ୍ୟା କରି ଫେରାର ହୋଇଯାଇଥିଲା । ଖବର ପାଇ ପୁଲିସ  ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ  ଗତକାଲି ନୃସିଂହଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।

Advertisment
Murder