Advertisment

୮୦ ଲକ୍ଷର ଧଳା ଜହର ଜବତ

ଜଳେଶ୍ୱର(ଅଜିତ ଦାସ):  ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଧରା ପଡ଼ିଲା ଧଳା ଜହର କାରବାର।  ଆଜି ସକାଳୁ STF ର ଏକ ସ୍ୱତନ୍ତ୍ର ଟିମ୍‌ ଜଳେଶ୍ୱରରରେ ଚଢ଼ାଉ କରି ୮୦୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି ।  ତେବେ ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ହେବ ବୋଲି କୁହାଯାଉଛି । ପୂର୍ବ ଯୋଜନା ମୁତାବକ, STF ର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ସକାଳୁ ସକାଳୁ ସେକବାଡ଼ ଅଞ୍ଚଳରେ ଚଢ଼ାଉ ଏସ୍‌.କେ […]

୮୦ ଲକ୍ଷର ଧଳା ଜହର ଜବତ

jalwsear

Advertisment

ଜଳେଶ୍ୱର(ଅଜିତ ଦାସ):  ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଧରା ପଡ଼ିଲା ଧଳା ଜହର କାରବାର।  ଆଜି ସକାଳୁ STF ର ଏକ ସ୍ୱତନ୍ତ୍ର ଟିମ୍‌ ଜଳେଶ୍ୱରରରେ ଚଢ଼ାଉ କରି ୮୦୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି ।  ତେବେ ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ହେବ ବୋଲି କୁହାଯାଉଛି ।

Advertisment

ପୂର୍ବ ଯୋଜନା ମୁତାବକ, STF ର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ସକାଳୁ ସକାଳୁ ସେକବାଡ଼ ଅଞ୍ଚଳରେ ଚଢ଼ାଉ ଏସ୍‌.କେ ନାସିନ ନାମକ ଯୁବକଙ୍କୁ ଗିରଫ କରିଛି।  ତାଙ୍କ ନିକଟରୁ ୮୦୦ ଗ୍ରାମ ବ୍ରାଉନସୁଗର ମଧ୍ୟ ଜବତ ହୋଇଛି। ହେଲେ ଏହି ବ୍ରାଉନସୁଗର କେଉଁଠୁ ଆସିଲା, କେଉଁଠିକୁ ଯାଇଥାନ୍ତା ତଥା ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେ ସମ୍ପର୍କରେ କିଛି ସୂଚନା ମିଳିନି। ଏସ୍‌.କେ ନାସିନ ଏହି କାରବାରରେ କେବେଠୁ ସମ୍ପୃକ୍ତ ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ମିଳି ନ ଥିବା ଜଣାଯାଇଛି।

STF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe