arrest
Advertisment
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଚନ୍ଦନ ବଜାର ନିକଟରୁ ପୁଲିସ୍ ୩ ଜଣ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଛି। ସମସ୍ତଙ୍କ ଘର ରଗଡିସାହିରେ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ୧୩ ଗ୍ରାମ୍ରୁ ଅଧିକ ବ୍ରାଉନ ସୁଗର ଜବତ କରାଯାଇଛି।
Advertisment
ସୂଚନାଯୋଗ୍ୟ,ଚନ୍ଦନ ବଜାର ନିକଟରେ ଥିବା ପୁରୁଣା ହସ୍ପିଟାଲ ବିଲ୍ଡିଂ କଡ଼ରେ ବ୍ରାଉନ ସୁଗର କାରବାର ଚାଲିଥିଲା। ପୁଲିସ୍ ଖବର ପାଇ ଗତକାଲି ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ ଏହି ୩ ଅଭିଯୁକ୍ତ ଧରାପଡ଼ିଥିଲେ। ପୁଲିସ୍ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/arrest-55000-2.jpg)