ସ୍ଵ।ଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଜବତ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵ।ଭିମାନ ଅଂଚଳର ଗୋରାସେତୁ ନିକଟରୁ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଜବତ କରାଯାଇଛି। ଏହି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମାକୁ ବିଏସ୍ଏଫର ଯବାନ ଉଦ୍ଧାର କରିଛନ୍ତି। ସୁରକ୍ଷାକର୍ମୀ କମ୍ବିଂ କରୁଥିବାବେଳେ ସ୍ଥାନୀୟ ଟୁଟୁଗନ୍ଧି ନିକଟ ପୁରୁଣା ପୋଲ ନିକଟରେ ଲ୍ୟାଣ୍ଡମାଇନ୍ ପୋତାଯାଇଥିବା ଦେଖିଥିଲେ । ପରେ ପୋତାଯାଇଥିବା ଲ୍ୟାଣ୍ଡମାଇନକୁ ମାଟିତଳୁ ସୁରକ୍ଷିତ ବାହାର କରିଥିଲେ ବିଏସ୍ଏଫର ଯବାନ।  

malkan

malkan

Tapaswini Nayak
  • Published: Tuesday, 20 October 2020
  • Updated: 20 October 2020, 01:12 PM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵ।ଭିମାନ ଅଂଚଳର ଗୋରାସେତୁ ନିକଟରୁ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଜବତ କରାଯାଇଛି। ଏହି ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମାକୁ ବିଏସ୍ଏଫର ଯବାନ ଉଦ୍ଧାର କରିଛନ୍ତି।

ସୁରକ୍ଷାକର୍ମୀ କମ୍ବିଂ କରୁଥିବାବେଳେ ସ୍ଥାନୀୟ ଟୁଟୁଗନ୍ଧି ନିକଟ ପୁରୁଣା ପୋଲ ନିକଟରେ ଲ୍ୟାଣ୍ଡମାଇନ୍ ପୋତାଯାଇଥିବା ଦେଖିଥିଲେ । ପରେ ପୋତାଯାଇଥିବା ଲ୍ୟାଣ୍ଡମାଇନକୁ ମାଟିତଳୁ ସୁରକ୍ଷିତ ବାହାର କରିଥିଲେ ବିଏସ୍ଏଫର ଯବାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story