Advertisment

୫୫ ଯାତ୍ରୀଙ୍କୁ ଧରି ଯାଉଥିଲା ’ଡାଏନା’ ବସ୍‌, ଓଲଟି ପଡ଼ିଲା

ଜଳେଶ୍ୱର(ଅଜିତ ଦାସ): କଲିକତାରୁ ଅନୁଗୁଳ ଅଭିମୁଖେ ଯାଉଥିବା ‘ଡାଏନା’ ନାମକ ଯାତ୍ରୀବାହି ବସ୍ ଗତ ରାତିରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପଶ୍ଚିମବଙ୍ଗ ଆଙ୍ଗୁଆ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ୭ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ‘ଡାଏନା’ ବସ୍‌ରେ ପ୍ରାୟ ୫୫ ଯାତ୍ରୀ ଗତକାଲି  କଲିକତାରୁ ଅନୁଗୁଳ ଅଭିମୁଖେ ଯାଉଥିଲେ।  ମାତ୍ର ବିଳମ୍ବିତ ରାତିରେ ବସ୍‌ଟି ଓଡ଼ିଶା ସୀମାଠୁ ୧୦ କି.ମି. ଦୂରରେ […]

author-image
Niharika Rout
ଅଦ୍ୟତନ ହୋଇଛି
୫୫ ଯାତ୍ରୀଙ୍କୁ ଧରି ଯାଉଥିଲା ’ଡାଏନା’ ବସ୍‌, ଓଲଟି ପଡ଼ିଲା

bus-3

ଜଳେଶ୍ୱର(ଅଜିତ ଦାସ): କଲିକତାରୁ ଅନୁଗୁଳ ଅଭିମୁଖେ ଯାଉଥିବା ‘ଡାଏନା’ ନାମକ ଯାତ୍ରୀବାହି ବସ୍ ଗତ ରାତିରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପଶ୍ଚିମବଙ୍ଗ ଆଙ୍ଗୁଆ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ୭ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।

Advertisment

bus accident in WB

ସୂଚନାଯୋଗ୍ୟ, ‘ଡାଏନା’ ବସ୍‌ରେ ପ୍ରାୟ ୫୫ ଯାତ୍ରୀ ଗତକାଲି  କଲିକତାରୁ ଅନୁଗୁଳ ଅଭିମୁଖେ ଯାଉଥିଲେ।  ମାତ୍ର ବିଳମ୍ବିତ ରାତିରେ ବସ୍‌ଟି ଓଡ଼ିଶା ସୀମାଠୁ ୧୦ କି.ମି. ଦୂରରେ ଆଙ୍ଗୁଆ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୭ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ୍‌ ପହଞ୍ଚି ଆହତମାନଙ୍କୁ ମେଦିନିପୁର ହସ୍ପିଟାଲରେ ଭର୍ତ୍ତି କରିଛି।

ଅଧିକ ପଢ଼ନ୍ତୁ : ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଘଟଣା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ

Advertisment
Accident Roadaccident