ଅଦ୍ୟତନ ହୋଇଛି
busaccident
Advertisment
ବାଲେଶ୍ୱର: କୋଲକାତାରୁ ପାରାଦୀପ ଯାଉଥିବା ଏକ ବସ୍ ବାଲେଶ୍ୱର ଜିଲ୍ଲା ବାମପଦାଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯାତ୍ରୀଙ୍କ ମୃତୁ୍ୟ ଘଟିଛି ଓ ୧୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/vlcsnap-2015-05-06-10h27m44s637.png)